Browsing Tag

farmer prize

ରାଜ୍ୟସ୍ତରୀୟ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ, ସମ୍ମାନିତ ହେଲେ ଗଜପତିର ତିନିଜଣ ଚାଷୀ

ଭୁବନେଶ୍ବର : ରାଜ୍ୟସ୍ତରୀୟ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନରେ ସମ୍ମାନପାଇଁ ମନୋନୀତ ହୋଇଛନ୍ତି ଗଜପତିର ତିନିଜଣ ଚାଷୀ । ମୋହନା କଦମଚୁଆ ଗାଁର ଉମାକାନ୍ତ ନାୟକ, ପି.ଗୋବିନ୍ଦପୁର ଗାଁର ଉମାକାନ୍ତ ସାହୁ ଓ ଫୁକା ଗାଁର ମାଧବ ବେହେରା ଏହି ସମ୍ମାନ ପାଇଁ ମନୋନୀତ ହୋଇଛନ୍ତି । ଗଜପତି…