Below header
Browsing Tag

farmer protest in malkangiri

ମଣ୍ଡିରୁ ଧାନ ନଉଠିବା ପ୍ରତିବାଦ , ବସ୍ତା ରଖି ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ କଲେ ଶତାଧିକ କଂଗ୍ରେସ…

ମାଲକାନଗିରି(କେନ୍ୟୁଜ୍) : ଧାନ ପାଇଁ ଧାରଣା। ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ବସ୍ତା ରଖି ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ୍‌ ଘେରାଉ କଲେ ଶତାଧିକ କଂଗ୍ରେସ କର୍ମୀ ଓ ଚାଷୀ। ବିଳମ୍ବିତ ରାତିରୁ ଅନିନ୍ଦ୍ରା ହୋଇ ଚାଲିଛି ଧାରଣା। ପିସିସି କାର‌୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ…

ମାଲକାନଗିରି : ଧାନ ଗଦେଇ ରାସ୍ତାରୋକ , ରାସ୍ତା ଉପରେ ଧାରଣାରେ ବସିଲେ ଚାଷୀ

ମାଲକାନଗିରି(କେନ୍ୟୁଜ୍) : ଧାନ ଗଦେଇ ରାସ୍ତାରୋକ। ରାସ୍ତା ଉପରେ ଧାରଣାରେ ବସିଲେ ଚାଷୀ। ମଣ୍ଡିରୁ ଧାନ ଉଠା ବିଳମ୍ବକୁ ନେଇ ରାସ୍ତା ଉପରେ ଧାନ ବସ୍ତା ରଖି ମାଲକାନଗିରି ପଦ୍ମଗିରି ଛକ ଅବରୋଧ କରିଛନ୍ତି ଶତାଧିକ ଚାଷୀ। ଜିଲ୍ଲାର ପଦ୍ମଗିରି ଧାନ ମଣ୍ଡିରୁ ମିଲର ଧାନ ଉଠାଉନଥିବା ପ୍ରତିବାଦରେ…