Below header
Browsing Tag

farmer won 27 crores

ଚାକିରି ନମିଳିବାରୁ ପତ୍ନୀଙ୍କଠୁ ୨୦ ହଜାର ନେଇ କାଟିଲେ ଲଟେରୀ, ଜିତିଲେ ୨୭କୋଟି ଟଙ୍କା

ୟୁନାଇଟେଡ଼ ଆରବ ଏମିରେଟରେ ଚାକିରି ଖୋଜିବାରେ ଅସଫଳ ହୋଇ ୪୫ଦିନ ପୂର୍ବରୁ ଘରକୁ ଫେରିଥିବା କଜଣେ ଭାରତୀୟ କୃଷକ ଶନିବାର ୪୦ଲକ୍ଷ ଡଲାର (୨୭.୮୬ କୋଟି ଟଙ୍କା)ର ଲଟେରୀ ଜିତି ନେଇଛନ୍ତି । କୃଷକ ଜଣକ ନିଜ ପତ୍ନୀଙ୍କ ଠୁ ଉଦ୍ଧାର ନେଇଥିବା ୨୦ହଜାର ଟଙ୍କାରେ ଦୁବାଇର ଏହି ଲଟେରୀ ଟିକେଟ କିଣିଥିଲେ…