Browsing Tag

farmers loan issue

ଓଡ଼ିଶାରେ କୃଷି ଋଣ ଛାଡ଼ ପ୍ରସଙ୍ଗ , ପ୍ରତିକ୍ରିୟା ରଖିଲେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ

ଭୁବନେଶ୍ବର(କେନ୍ୟୁଜ୍) : ଓଡ଼ିଶାରେ କୃଷି ଋଣ ଛାଡ଼ ପ୍ରସଙ୍ଗରେ ଜୋର ଧରିଲା ରାଜନୀତି । ପରସ୍ପର ଉପରେ ଦୋଷାରୋପ କରିବାରେ ଲାଗିଛନ୍ତି ବିଜେଡି ଓ ବିଜେପି । ଏପ୍ରସଙ୍ଗରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, କୃଷକଙ୍କ ସଂପର୍କରେ ଆଲୋଚନା କରିବା ପାଇଁ ତିନି ଜଣିଆ କମିଟି ଗଠନ କରାଯାଇଛି…