ଏହି ଦେଶର କାନ୍ଥରେ କରାଯାଏ ଚାଷ, ଧାନ ଠାରୁ ଗହମ ଓ ପନିପରିବା ସବୁକିଛି କରାଯାଏ ଉତ୍ପାଦନ
ବର୍ତ୍ତମାନ ସମୟରେ ସବୁ କ୍ଷେତ୍ରରେ ଟେକ୍ନୋଲୋଜି ବହୁତ ଉନ୍ନତମାନର ହୋଇସାରିଲାଣି। ଖାସ୍ କରି କୃଷି କ୍ଷେତ୍ରରେ। କୃଷି କ୍ଷେତ୍ରରେ ବିଭିନ୍ନ ପ୍ରକାରର ଜ୍ଞାନକୌଶଳ ଆପଣାଯାଉଛି। ଯାହା ଚାଷ କରିବାରେ ବେଶ ସହାୟକ ହୋଇଥାଏ। ସହଚରେ ଚାଷ କାର୍ଯ୍ୟ ହୋଇପାରୁଥିବାରୁ ଭଲ ଉତ୍ପାଦନ ମଧ୍ୟ ହେଉଛି। ଯଦି…