Xiaomi ଲଞ୍ଚ୍ କଲା ୮୦W ୱେୟାରଲେସ୍ ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି, ମାତ୍ର ୧୯ ମିନିଟ୍ରେ ଫୁଲ୍ ଚାର୍ଜ ହେବ…
ଖୁବ୍ଶୀଘ୍ର ବଜାର ପ୍ରବେଶ କରିବାକୁ ଯାଉଛି ସାଓମିର ଆଡଭାନ୍ସ ୱେୟାରଲେସ୍ ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜିଯୁକ୍ତ ସ୍ମାର୍ଟଫୋନ୍। ୮୦ ଓ୍ଵାଟ୍ର ରେଟିଂ ଯୋଗୁ ଏହାକୁ ଦୁନିଆର ସବୁଠୁ ଫାଷ୍ଟ ୱେୟାରଲେସ୍ ଚାର୍ଜିଂ ଟେକ୍ନୋଲୋଜି କୁହାଯାଉଛି। କମ୍ପାନୀ ତରଫରୁ କୁହାଯାଇଛି ଯେ ଏହି ଟେକ୍ନୋଲୋଜି…