ବ୍ଯସ୍ତ ହୁଅନ୍ତୁ ନାହିଁ, ଫାସଟ୍ଯାଗ୍ ପାଇଁ ଆଉ ଦେଢ଼ମାସ ସମୟ ଦେଲେ ସରକାର
ଦେଶରେ ଜାତୀୟ ରାଜପଥରେ ଥିବା ଟୋଲ ପ୍ଲାଜାରେ ଟୋଲ କଲେକ୍ସନ କରିବା ପାଇଁ ଫାସଟ୍ଯାଗ୍ ନିହାତି ଜରୁରୀ। ତେବେ ଏହି ନିୟମ ଜାନୁଆରୀ ୧ ତାରିଖରୁ ଆରମ୍ଭ ହେବାର ଥିଲା । କିନ୍ତୁ ଏହି ତାରିଖକୁ ଆଉ ଦେଢ଼ ମାସ ଘୁଞ୍ଚାଇ ଦିଆଯାଇଛି। ଯଦି ଆପଣଙ୍କ ଚାରିଚକିଆ ବାହନରେ ‘ଫାସଟ୍ୟାଗ୍’ ଲଗାଇ ନାହାନ୍ତି,…