ଫାଷ୍ଟଟାଗ୍ : ଟୋଲ୍ ପ୍ଲାଜାରେ ଯଦି ଆପଣଙ୍କ ଗାଡ଼ି ଏହି ‘ରଙ୍ଗୀନ ଲାଇନ’ ରେ ପହଞ୍ଚିଲା ତେବେ ବିନା ଦେୟରେ ଛଡ଼ାଯିବ…
ନୂଆଦିଲ୍ଲୀ : ଦେଶରେ ସବୁ ଜାତୀୟ ରାଜପଥରେ ଚାଲୁଥିବା ଚାରି ଚକିଆ କିମ୍ବା ତା’ଠ ଅଧିକ ଚକିଆ ଗାଡ଼ି ପାଇଁ ଫାଷ୍ଟଟାଗ୍ ବାଧ୍ୟତାମୂଳକ ହୋଇଛି । ନୂଆ ନିୟମ ଅନୁଯାୟୟୀ ଏବେ ଯଦି କୌଣସି ବି ଗାଡ଼ି ବିନା ହାସ୍ଟାଗ୍ରେ ଜାତୀୟ ରାଜପଥ ପାର୍ ହେଲେ ତାକୁ ଦୁଇଗୁଣା ଅର୍ଥ ଦେବାକୁ ପଡ଼ିବ ।…