Browsing Tag

fastest mover city in east zone

କେନ୍ଦ୍ର ସରକାରଙ୍କ ୨୦୧୯ ବର୍ଷ ପାଇଁ ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ଓଡ଼ିଶାର ତିନିଟି ସହର

କେନ୍ୟୁଜ୍ : କେନ୍ଦ୍ର ସରକାର ଜାରି କରିଛନ୍ତି ବର୍ଷ ୨୦୧୯ ପାଇଁ ସ୍ୱଚ୍ଛ ସର୍ବେକ୍ଷଣ ତାଲିକା। ଏଥିରେ ଓଡ଼ିଶାର ତିନିଟି ସହର ରହିଛି। ଇଷ୍ଟ ଜୋନର ଦ୍ରୁତ ଅଗ୍ରଗତି ସହର ତାଲିକାର ଓଡ଼ିଶାର ତିନିଟି ରହିଛି। ତିନିଟି ବର୍ଗରେ ପାରାଦୀପ, ଯାଜପୁର ଓ କରଞ୍ଜିଆକୁ ପୁରସ୍କାର ମିଳିଛି। ପୂର୍ବାଞ୍ଚଳରେ…