Browsing Tag

fasting for migrant laborer

କରୋନା ଲଢେଇରେ ସାମିଲ ହେଲେ ଇରଫାନ, କ୍ୟାନସର ସହିତ ଲଢି ମଧ୍ୟ ଦିନ ମଜୁରିଆଙ୍କ ପାଇଁ କଲେ ଏପରି କାମ

କରୋନା ଭାଇରସ ଯୋଗୁଁ ସମଗ୍ର ଦେଶରେ ଲକ୍‌ଡାଉନ ଚାଲିଛି। ଏହି ଲକଡାଉନ ଯୋଗୁଁ ଅନେକ ଲୋକ ଜୀବନ ପ୍ରଭାବିତ ହୋଇଛି। ଆଉ ସବୁଠାରୁ ଅଧିକ ଅଧିକ ପ୍ରଭାବିତ ହୋଇଛନ୍ତି ଶ୍ରମିକ। କିନ୍ତୁ ଏଭଳି ପରିସ୍ଥିତିରେ ଦିନ ମଜୁରିଆ ଭାବେ କାମ କରୁଥିବା ଶ୍ରମିକଙ୍କ ଚିନ୍ତା ବଢାଇଦେଇଛି। ଏମାନେ ପ୍ରତିଦିନ କାମ…