ମଦ ପିଇବାକୁ ରୋକିବାରୁ ୩୩ ବର୍ଷ ପୂର୍ବେ ମା’କୁ କରିଥିଲା ହତ୍ୟା, ଏବେ ମାରିଦେଲା ପୁଅକୁ
ରାଜଧାନୀ ଦିଲ୍ଲୀରେ ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି, ଯାହା ଶୁଣିଲେ ଆମେ ନିଶ୍ଚିତ ଚମକି ପଡିବେ। ବାପାକୁ ମଦ ପିଇବାରୁ ପୁଅ ବାରଣ କରିବାରୁ ପୁଅକୁ ଗୁଳି ମାରି ହତ୍ୟା କରିଛି ବାପା। ଏହି ଘଟଣା ଦିଲ୍ଲୀର ବୁଦ୍ଧ ବିହାର ଅଞ୍ଚଳରେ ଘଟିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।…