Browsing Tag

father take son in back

ମେଡିକାଲରେ ଷ୍ଟ୍ରେଚର ନ ମିଳିବାରୁ ରୋଗିଣା ପୁଅକୁ ପିଠିରେ ବୋହିଲେ ବାପା, ଫଟୋ ଦେଖି ତରଳିଯିବ ହୃଦୟ

କାନପୁର : ହ୍ୟାଲେଟ ହସପିଟାଲରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହାକୁ ଜାଣିଲା ପରେ ଆପଣଙ୍କ ଆଖିରେ ଲୁହ ଆସିଯିବ। ପୁଅର ଚିକିତ୍ସା ପାଇଁ ଜଣେ ବୁଢ଼ା ବାପାଙ୍କର ସାହସକୁ ଦେଖି ସମସ୍ତେ ସ୍ତବ୍ଧ ହୋଇଗଲେ। ଏହାକୁ ଜାଣିଲା ପରେ ସମସ୍ତେ ଏହି ମାମଲାକୁ ନେଇ ହସପିଟାଲ ପ୍ରଶାସନକୁ ଦାୟୀ…