Browsing Tag

feet soft

ପାଦର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଚାହୁଁଛନ୍ତି କି, ଏମିତି ବ୍ୟବହାର କରନ୍ତୁ କଦଳୀ ଚୋପା

ମହିଳାମାନେ ନିଜ ସୌନ୍ଦର୍ଯ୍ୟ ବୃଦ୍ଧି କରିବା ପାଇଁ ବିଭିନ୍ନ କସ୍‌ମେଟିକ୍‌ ପ୍ରଡ଼କ୍ଟ ବ୍ୟବହାର କରିବା ସହ ଘରୋଇ ଉପାୟ ମଧ୍ୟ ଅବଲମ୍ବନ କରୁଛନ୍ତି। ମୁହଁ ଓ ହାତର ସୁନ୍ଦରତା ବଢ଼ାଇବା ଚକ୍କରରେ ମହିଳାମାନେ ବେଳେବେଳେ ପାଦର ଯତ୍ନ ନେବାକୁ ଭୁଲିଯାଇଥାନ୍ତି। ଫଳରେ ମୁହଁ ତୁଳନାରେ ପାଦ ଅସୁନ୍ଦର…