ମଝି ସମୁଦ୍ରରେ ୨୫୦ ଲୋକଙ୍କୁ ନେଇ ଯାଉଥିବା ଫେରୀରେ ଲାଗିଲା ନିଆଁ, ଜୀବନ୍ତ ଜଳିଗଲେ ଲୋକେ
ଫିଲିପାଇନ୍ସରେ ଭୟଙ୍କର ଦୁର୍ଘଟଣା । ୨୫୦ ଲୋକଙ୍କୁ ନେଇ ଯାଉଥିବା ଫେରୀ (ପାଣିରେ ଚାଲୁଥିବା ଡଙ୍ଗା)ରେ ଲାଗିଲା ନିଆଁ । ଅନେକ ଲୋକ ଜୀବନ୍ତ ଜଳିଥିବା ଖବର ମିଳିଛି । ଏଭଳି ଭୟଙ୍କର ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ କରାଯାଇଥିଲା ।
ଖବର ମୁତାବକ, ଏହିଳି ଦୁର୍ଘଟଣା ପ୍ରଶାନ୍ତ…