Below header
Browsing Tag

film jawan

ସୋସିଆଲ ମିଡିଆରେ ବନ୍ଦ ହେବ ‘ଜବାନ’ ଫିଲ୍ମର ବିତରଣ, କଡ଼ା ନିର୍ଦ୍ଦେଶ ଦେଲେ ଦିଲ୍ଲୀ ହାଇକୋର୍ଟ

ବନ୍ଦ ହେବ ସୋସିଆଲ ମିଡିଆରେ ‘ଜବାନ’ ମୁଭିର ବିତରଣ। ସମସ୍ତ ସୋସିଆଲ ମିଡିଆରେ ଜବାନ ମୁଭି ସର୍କୁଲେସନ ବନ୍ଦ କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ। ସର୍କୁଲେଟ ହେଉଥିବା ହ୍ଵାଟସ୍‌ଆପ୍‌ ଓ ଟେଲିଗ୍ରାମ ଚ୍ୟାନେଲ ଗ୍ରୁପକୁ ବନ୍ଦ କରିବାକୁ ମେଟା ଓ ଟେଲିଗ୍ରାମକୁ ନିର୍ଦ୍ଦେଶ ଦେଇଛନ୍ତି…

ଫିଲ୍ମ ‘ଜବାନ’ରେ ମା’ ଭୂମିକା ପାଇଁ ଦୀପିକାଙ୍କୁ ଏମିତି ମନାଇଥିଲେ ଶାହରୁଖ

ଏବେ ସବୁଠି ଫିଲ୍ନ ‘ଜବାନ’କୁ ନେଇ ଚର୍ଚ୍ଚା । ଫିଲ୍ମରେ ଶାହରୁଖଙ୍କ ସହ ଦୀପିକା ପାଦୁକୋନଙ୍କ ଅଭିନୟ ଦର୍ଶକମାନଙ୍କୁ ବେଶ୍‌ ପସନ୍ଦ ଆସିଛି । ଏଥିରେ ଦୀପିକା ଶାହରୁଖଙ୍କ ମା’ ଭୂମିକାରେ ନଜର ଆସିଛନ୍ତି । କିଛି ସମୟ ପାଇଁ ପରଦାରେ ଆସିଥିଲେ ମଧ୍ୟ ନିଜ ଜବରଦସ୍ତ ଅଭିନୟରେ ଫ୍ୟାନ୍ସଙ୍କ ହୃଦୟ…

ରିଲ ଲାଇଫରେ ପୁଲିସ ଅଫିସରର ଆକ୍ଟିଙ୍ଗ କରୁଥିବା ଏହି ଅଭିନେତା ଜଣକ ପ୍ରକୃତରେ ଜଣେ ଯବାନ୍

ଦମଦାର କଲେକ୍ସନ କରୁଛି ଶାହାରୁଖ ଖାନଙ୍କ ଅଭିନୀତ ଆକ୍ସନ ଫିଲ୍ମ ଯବାନ ।  ସବୁଠି ଏବେ ‘ଯବାନ’ର କ୍ରେଜ୍‌ । ଫିଲ୍ମ ହଲରେ ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ଯବାନ୍’ର କ୍ରେଜ୍ । ଫିଲ୍ମକୁ ଦେଖିବାକୁ ହଲରେ ଲାଗୁଛି ଦର୍ଶକଙ୍କ ଭିଡ । ଏହି ହାଇ ଆକ୍ସନ୍ ଫିଲ୍ମରେ ଶାହାରୁଖଙ୍କ ସହ ଆଉ ଜଣେ ଏଭଳି…

ଭାରତ-ପାକିସ୍ତାନ ମ୍ୟାଚ୍ ଥାଇ ବି ୱିକେଣ୍ଡରେ ରେକର୍ଡ କଲା ‘ଜୱାନ’, ୪ଦିନରେ ୨୫୨ କୋଟି କଲେକ୍ସନ

ମୁମ୍ବାଇ: ବକ୍ସ ଅଫିସରେ ଦମଦାର କଲେକ୍ସନ କରୁଛି ଶାହାରୁଖ ଖାନଙ୍କ ଫିଲ୍ମ ଜୱାନ । କୁହାଯାଉଛି ବଲିଉଡର ସବୁ ଫିଲ୍ମର ରେକର୍ଡ ଭାଙ୍ଗିବ ଜୱାନ । ରେକର୍ଡ ବ୍ରେକର ସାବ୍ୟସ୍ତ ହେବ। ୱିକେଣ୍ଡ କଲେକ୍ସନରେ ରେକର୍ଡ କରିଛି ଫିଲ୍ମ । ୪ଦିନରେ କଲେକ୍ସନ କରିଛି ୨୫୨ କୋଟି । ୭ ସେପ୍ଟେମ୍ବରରେ ରିଲିଜ…