ଖୁବ୍ଶୀଘ୍ର କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ନଜର ଆସିବେ ଜ୍ୟାକ୍ଲିନ ଫର୍ଣ୍ଣାଣ୍ଡିଜ୍
ମୁମ୍ବାଇ: ଖୁବ୍ଶୀଘ୍ର କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି ସିଂହଳୀ ସୁନ୍ଦରୀ ଜ୍ୟାକ୍ଲିନ ଫର୍ଣ୍ଣାଣ୍ଡିଜ୍ । ବହୁଭାଷୀ ଫିଲ୍ମ ‘ବିକ୍ରାନ୍ତ ରଣା’ରେ ଦର୍ଶକ ତାଙ୍କୁ ଦେଖିବାକୁ ପାଇବେ । ଫିଲ୍ମରେ ତାଙ୍କର ଏକ ଛୋଟ ଭୂମିକା ରହିଛି, ଯାହାର ସୁଟିଂ ସେ ନିକଟରେ ଶେଷ…