Browsing Tag

fire broke out at jagatpur sadguru covid hospital

ସଟସର୍କିଟ ଯୋଗୁ ଜଗତପୁର ସଦଗୁରୁ କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ, ରୋଗୀଙ୍କୁ କରାଯାଉଛି ଅନ୍ୟତ୍ର ସ୍ଥାନାନ୍ତର

କଟକ: ଜଗତପୁରର ସଦଗୁରୁ କୋଭିଡ୍ ଡାକ୍ତରଖାନାରେ ଅଗ୍ନିକାଣ୍ଡ। ପ୍ରବଳ ଧୂଆଁ ହେତୁ କିଛି ରୋଗୀ ଚେତାଶୂନ୍ୟ ହୋଇପଡିଥିବା ଖବର ମିଳିଛି। ଏବେବି ଜାରି ରହିଛି ଉଦ୍ଧାର କାର୍ଯ୍ଯ। ଅଧିକାରୀଙ୍କୁ ପକ୍ଷରୁ ମିଳିଥିବା ଖବର ମୁତାବକ ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି। ହସ୍ପିଟାଲର ଗ୍ରାଉଣ୍ଡ ଓ…