Below header
Browsing Tag

fire broke out in bhubaneswar

ଭୁବନେଶ୍ୱର ନନ୍ଦନ ବିହାରରେ ଭୟାବହ ଅଗ୍ନିକାଣ୍ଡ, ଏକ କବାଡି ଦୋକାନରେ ନିଆଁ ଲାଗି ସମସ୍ତ ଆସବାବ ପତ୍ର ପୋଡ଼ି ନଷ୍ଟ

ଭୁବନେଶ୍ୱର : ଭୁବନେଶ୍ୱର ନନ୍ଦନ ବିହାରରେ ଭୟାବହ ଅଗ୍ନିକାଣ୍ଡ । ଏକ କବାଡି ଦୋକାନରେ ସକାଳୁ ନିଆଁ ଲାଗି ଯାଇଥିଲା । କବାଡି ଦୋକାନରେ ଥିବା ସମସ୍ତ ଆସବାବ ପତ୍ର ପୋଡ଼ି ନଷ୍ଟ ହୋଇ ଯାଇଛି । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଁଚିଥିଲା ଦମକଳ ବାହିନୀ । ଦମକଳ ବାହିନୀ କର୍ମଚାରୀ ନିଆଁକୁ…