Browsing Tag

fire broke out in bolero

ରାୟଗଡ଼ାରେ ଏକ ବୋଲେରୋ ଗାଡ଼ିରେ ଅଗ୍ନିକାଣ୍ଡ, ୱେଲଡିଙ୍ଗ କରିବା ସମୟରେ ହଠାତ ଲାଗିଗଲା ନିଆଁ

ରାୟଗଡ଼ା: ରାୟଗଡ଼ା ସହରରେ ଏକ ବୋଲେରୋ ଗାଡ଼ିରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ନିଆଁରେ ପୋଡ଼ି ହୋଇ ଗାଡ଼ିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗାଡ଼ି ମାଲିକ ବୋଲେରୋର ଯାନ୍ତ୍ରିକ ତ୍ରୁଟି ପାଇଁ ରାୟଗଡ଼ାର ଜୟଶ୍ରୀ ନଗରରେ ଥିବା ଏକ ଗ୍ୟାରେଜକୁ ନେଇଥିଲେ । ତେବେ ଗାଡ଼ିଟି ୱେଲଡିଙ୍ଗ କରିବା ସମୟରେ…