Below header
Browsing Tag

fire in delhi

ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା: ମୃତ୍ଯୁ ସଂଖ୍ଯା ୨୭କୁ ବୃଦ୍ଧି, ୧୨ ଗୁରୁତର ଆହତ

ନୂଆଦିଲ୍ଲୀ: ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ । ଏପର୍ଯ୍ୟନ୍ତ ୨୭ଜଣଙ୍କ ମୃତଦେହ ଉଦ୍ଧାର । ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା । ଦିଲ୍ଲୀ ମୁଣ୍ଡ୍‌କା ମେଟ୍ରୋ ଷ୍ଟେସନ୍‌ ନିକଟ ଏକ ତିନି ମହଲା ବିଶିଷ୍ଟ ବ୍ୟାବସାୟିକ କୋଠାରେ ଲାଗିଛି ନିଆଁ । ତୁରନ୍ତ…