Browsing Tag

fire in tehsil office

ରେଙ୍ଗାଲି ତହସିଲ ଅଫିସରେ ଅଭାବନୀୟ ଘଟଣା: ଅଭିଯୋଗ ନଶୁଣିବାରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରରେ ନିଆଁ ଲଗାଇ ଦେଲେ ଯୁବକ

ସମ୍ବଲପୁର: ରେଙ୍ଗାଲି ତହସିଲ ଅଫିସରେ ଅଭାବନୀୟ ଘଟଣା । ତହସିଲ ଅଫିସକୁ ଆସି କାଗଜପତ୍ରରେ ନିଆଁ ଲଗାଇ ଦେଲେ ଯୁବକ । ବାରମ୍ବାର ଅଭିଯୋଗ କରିବା ପରେ ନ ଶୁଣିବାରୁ ଶେଷରେ ନିଆଁ ଲଗାଇ ଦେଇଛନ୍ତି ଜଣେ ଯୁବକ । ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ରାଜୀବ କିଷାନ । ଅଭିଯୋଗ ନ ଶୁଣିବାରୁ ଯୁବକ ଏଭଳି…