Browsing Tag

firing in bhanjanagar

ବାହାଘର ଭୋଜି ପାଇଁ ଅର୍ଡର ରଖିବାକୁ କହି ଗୁପଚୁପ୍‌ ବିକାଳିଙ୍କୁ ଡାକି ଗୁଳିମାଡ଼,ଗୁରୁତର ଅବସ୍ଥାରେ ବ୍ରହ୍ମପୁର…

ଭଞ୍ଜନଗର(କେନ୍ୟୁଜ୍):  ଗୁପଚୁପ୍‌ ବିକାଳିଙ୍କୁ ଗୁଳିମାଡ। ଗଞ୍ଜାମ ପୋଲସରା ଥାନା ଅନ୍ତର୍ଗତ ରୁମାଗଡ଼ ଗାଁରେ ଏହି ଗୁଳିମାଡ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଗୁଳି ମାଡର କାରଣ ଅସ୍ପଷ୍ଟ ରହିଛି। ସୂଚନା ଅନୁଯାୟୀ ଆହତ ଯୁବକ ଜଣକ…