Browsing Tag

firing in dhenkanal

କାମାକ୍ଷାନଗରରେ ଫୁଟିଲା ଗୁଳି, ବାରୁଆଙ୍କ ପଞ୍ଚାୟତ ସମିତିସଭ୍ୟ ଦୀପକ ମାହୁନ୍ତ ମୃତ

ଢେଙ୍କାନାଳ(କେ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଫୁଟିଲା ଗୁଳି । ବାରୁଆଙ୍କ ପଞ୍ଚାୟତ ସମିତିସଭ୍ୟ ଦୀପକ ମାହୁନ୍ତ ମୃତ । ଗତକାଲି ବିଳମ୍ବିତ ରାତିରେ ଜାମୁଝରା ନିକଟରେ ଗୁଳିମାଡ଼ ହୋଇଛି । ସମିତିସଭ୍ୟଙ୍କ ଉପରେ ୬ ରାଉଣ୍ଡ ଗୁଳି ବାଜିଛି । ୫ଟି ଛାତିରେ ଓ ଗୋଟିଏ ଗୁଳି ମୁଣ୍ଡରେ…