Browsing Tag

firoj khan

ମହାଭାରତରେ ଜ୍ୟାକି ଶ୍ରଫ ହୋଇଥାନ୍ତେ ଅର୍ଜୁନ, ପରେ ଶୋ’ରେ ଏଣ୍ଟ୍ରି କଲେ ଫିରୋଜ ଖାନ୍

ଲକଡାଉନ ଯୋଗୁ ଏବେ ଦୂରଦର୍ଶନରେ ୮୦ ଦଶକର ଧାରାବାହିକ ରାମାୟଣ ଓ ମହାଭାରତ ଆଦି ପ୍ରସାରିତ ହେଉଛି। ଏହି ସିରିୟଲରେ ଅଭିନୟ କରୁଥିବା କଳାକାର ସେତେବେଳେ ଯେତିକି ଲୋକପ୍ରିୟତା ହାସଲ କରିନଥିଲେ ଏବେ ତା'ଠୁ ଅଧିକ ଲୋକପ୍ରିୟ ହୋଇଯାଇଛନ୍ତି। ଇତିମଧ୍ୟରେ ମହାଭାରତରେ ଅର୍ଜୁନ ଭୂମିକାରେ ଅଭିନୟ…