ଆଇପିଏଲ୍ ଖେଳିବେ ପ୍ରଥମ ଆମେରିକୀୟ ଅଲ୍ଲୀ, ତାଙ୍କ ନାମରେ ରହିଛି ଏମିତି ରେକର୍ଡ
ସେପ୍ଟେମ୍ବର ୧୯ରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ୍ ପ୍ରିମିୟର ଲିଗର୍ ୧୩ ତମ ସଂସ୍କରଣ। ଏଥିପାଇଁ ସମସ୍ତ ୮ଟି ଦଳ ୟୁଇରେ ଜୋରଦାର ଅଭ୍ୟାସ୍ ଜାରି ରଖିଛନ୍ତି। କରୋନା କଟକଣା ଯୋଗୁଁ ଚଳିତ ବର୍ଷ ଆଇପିଏଲ୍ ଅନ୍ୟ ବର୍ଷ ଅପେକ୍ଷା ଟିକେ ନିଆରା। ବିନା ଦର୍ଶକରେ ଖେଳାଯିବ ସମସ୍ତ ମ୍ୟାଚ୍। ଏଥିସହିତ…