Browsing Tag

first film on corona virus

ରିଲିଜ ହେଲା କରୋନା ଭାଇରସ ଉପରେ ନିର୍ମିତ ପ୍ରଥମ ଫିଲ୍ମ, କାହାଣୀ ରହିଛି ଏମିତି

ଏବେ ସାରା ବିଶ୍ୱବାସୀ କରୋନା ଭାଇରସ ଯୋଗୁ ଆତଙ୍କିତ ଅଛନ୍ତି। କରୋନା ଲକଡାଉନ ଯୋଗୁ ସାଧାରଣ ଜୀବନ ମଧ୍ୟ ବ୍ୟାହତ ହୋଇଛି। ଏହାର ପ୍ରଭାବ ଫିଲ୍ମ ଇଣ୍ଡଷ୍ଟ୍ରୀ ଉପରେ ମଧ୍ୟ ପଡ଼ିଛି। ଦୀର୍ଘଦିନ ହେବ କୌଣସି ଫିଲ୍ମ ରିଲିଜ ହୋଇନାହିଁ। କିନ୍ତୁ ଏବେ ଏକ ଫିଲ୍ମ ରିଲିଜ ହୋଇଛି। ଏହି ଫିଲ୍ମ କରୋନା…