Below header
Browsing Tag

First flight journey

ଲକଡାଉନ ପରେ ଟୁର୍ ପାଇଁ କରୁଛନ୍ତି କି ପ୍ଲାନ, ପ୍ରଥମ ଅନ୍ତରାଷ୍ଟ୍ରୀୟ ଫ୍ଲାଇଟ ପାଇଁ ଆରମ୍ଭ ହେଲାଣି ବୁକିଂ

ନୂଆଦିଲ୍ଲୀ : ଲମ୍ବା ଲକଡାଉନ ପରେ ଯଦି ଆପଣ ବୁଲିବା ପାଇଁ ପ୍ଲାନ କରୁଛନ୍ତି ତେବେ ସେହି ସୁଯୋଗ ଆସିସାରିଲାଣି। ଏବେ ଫଟାଫଟ କରନ୍ତୁ ବୁକିଙ୍ଗ। ଭାରତରେ ଅନ୍ତରାଷ୍ଟ୍ରୀୟ ଫ୍ଲାଇଟ୍ସ ପାଇଁ ମଧ୍ୟ ବୁକିଙ୍ଗ ଆରମ୍ଭ ହୋଇସାରିଲାଣି। ଟ୍ରାଭେଲ ସାଇଟରେ ମିଳିବ ଟିକେଟ। ସବୁଠୁ ଖାସ କଥା ହେଉଛି କିଛି…

ପ୍ରଥମଥର ଫ୍ଲାଇଟରେ ଯାଉଛନ୍ତି ଯଦି ଧ୍ୟାନରେ ରଖନ୍ତୁ ୧୩ଟି କଥା, ମଙ୍ଗଳମୟ ହେବ ଆପଣଙ୍କ ଯାତ୍ରା

ଜୀବନରେ କୌଣସି ନା କୌଣସି କାମ କାହା ନା କାହା ପାଇଁ ନିଶ୍ଚୟ ଭାବରେ ନୂଆ ହୋଇଥାଏ । ଅନେକ ସମୟରେ କିଛି ଅଲଗା କରିବାର ଖୁସି ବି ଥାଏ ତ କେବେ କେବେ କିଛି ଭୁଲ୍ ହେବାର ଭୟ ମଧ୍ୟ ଥାଏ । କିଛି ଏମିତି ମିଶା ମିଶି ଅନୁଭବ ପ୍ରଥମ ଥର ବିମାନଯାତ୍ରା କରୁଥିବା ବ୍ୟକ୍ତିଙ୍କ ମନରେ ମଧ୍ୟ ଆସିଥାଏ ।…