Browsing Tag

First Look from The Empire

‘ଦ ଏମ୍ପାୟର’ ର ଫାଷ୍ଟ ଲୁକ୍ ରିଲିଜ, ସାମ୍ନାକୁ ଆସିଲା ଡିନୋ ମୋରେୟାଙ୍କ ନୂଆ ଲୁକ୍

ଖବୁଶୀଘ୍ର ପରଦାକୁ ଆସିବାକୁ ଯାଉଛି ଡିନୋ ମୋରେୟାଙ୍କ ଫିଲ୍ମ ‘ ଦ ଏମ୍ପାୟର’। ଏହି ଫିଲ୍ମର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି। ବହୁ ପ୍ରତୀକ୍ଷା ପରେ ଡିନୋଙ୍କ ନୂଆ ଅବତାର ଦେଖିବାକୁ ମିଳିବ। ଏହାକୁ ନେଇ ଡିନୋ କହିଛନ୍ତି କି, ‘ ଦ ଏମ୍ପାୟର’ରେ ମୋ ଲୁକ୍ ଏତେ ଭୟଙ୍କର ଏବଂ କ୍ରୁର ରହିଛି,…