Below header
Browsing Tag

first Monday

ଆସନ୍ତା କାଲି ପଡୁଛି ଅଦ୍ଭୁତ ସଂଯୋଗ

ଏଥର ମଳ ମାସ ପାଇଁ ପଡିଛି ଯୋଡ଼ା ଶ୍ରାବଣ । ତେଣୁ ନିୟମ ଅନୁସରେ ଶ୍ରାବଣ ମାସ ମାସେ ପରିବର୍ତ୍ତେ ଦୁଇ ମାସ ଯାଏ ପାଳନ ହେବ । ଏବେ ଆରମ୍ଭ ହୋଇସାରିଛି ମଳ ମାସ । ଶ୍ରାବଣ ମାସ ନିର୍ଦ୍ଧିଷ୍ଟ ତିଥିରେ ସରୁଥିବା ବେଳେ ମଳ ମାସ କାରଣରୁ ଆହୁରି ମାସେ ବୃଦ୍ଧି ହୋଇଛି । ତେଣୁ ଏଥି ପାଇଁ ଶ୍ରାବଣ…

ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର: ବିଭିନ୍ନ ନଦୀ ଘାଟରେ କାଉଡ଼ିଆଙ୍କ ଭିଡ଼

(କେନ୍ୟୁଜ): କାଲି ଶ୍ରାବଣ ପ୍ରଥମ ସୋମବାର । ବିଭିନ୍ନ ନଦୀ ଘାଟରୁ ପାଣି ଉଠାଇ ଶୈବପୀଠ ଅଭିମୁଖେ କାଉଡିଆ । ବୋଲ ବମ୍‌ ଧ୍ୱନିରେ କମ୍ପୁଛି ନଦୀ ଘାଟ । ଏଥି ପାଇଁ ଆଜି ସକାଳ କଟକର ଗଡ଼ଗଡ଼ିଆ ଘାଟରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଠାରେ ହଜାର ହଜାର ସଂଖ୍ୟକ କାଉଡ଼ିଆ ଜଳ ଉଠାଉଥିବା…