କରୋନା ଭାଇରସ ପାଇଁ ଭାରତୀୟ ଟେଷ୍ଟ ଓପନ୍ର ମୟଙ୍କ ଅଗ୍ରଓ୍ଵାଲ୍ ଘରେ ବସି ଦେଲେ ଫିଟ୍ନେସ୍ ମନ୍ତ୍ର
କରୋନା ଭାଇରସ୍ ପାଇଁ ଏବେ ବଲିଉଡ୍ ହେଉ ବା ହଲିଉଡ୍, ସବୁ କଳାକାର ନିଜକୁ ଘରେ ଆବଦ୍ଧ କରିଛନ୍ତି । ସମୟ କାଟିବା ପାଇଁ କିଏ ବ୍ୟାୟାମ କରୁଛନ୍ତି ତ କିଏ ପରିବାର ସାଙ୍ଗରେ ରହି ସମୟ ବିତାଉଛନ୍ତି । କରୋନା ପାଇଁ ଭାରତର ଓପ୍ନ୍ର ବ୍ୟାଟ୍ସ ମ୍ୟାନ୍ ମୟଙ୍କ ଅଗ୍ରଓ୍ଵାଲ୍ ଏବେ ଘରେ ଜିମ୍ରେ…