Browsing Tag

five mysterious jail

ଜାଣନ୍ତୁ ବିଶ୍ୱର ୫ଟି ଅଦ୍ଭୁତ ଜେଲ ବିଷୟରେ, ଯେଉଁଠି କଏଦୀଙ୍କୁ ଦିଆଯାଏ ସ୍ପେଶାଲ ଟ୍ରିଟମେଣ୍ଟ

ଜେଲ ଏମିତି ଏକ ସ୍ଥାନ ଯେଉଁଠି ବିଭିନ୍ନ ଅପରାଧ ସହିତ ଜଡ଼ିତ କଏଦୀ ମାନଙ୍କୁ ରଖାଯାଇଥାଏ । ଚୋରୀ, ଡ଼କାୟତି, ହତ୍ୟା ପରି ଅପରାଧରେ ଜଡ଼ିତ ଥିବା ଅପରାଧି ମାନଙ୍କୁ ହିଁ ଏଠାରେ ବନ୍ଦୀ ଭାବରେ ରଖାଯାଇଥାଏ । କେତେକ ଜେଲ କଏଦୀ ମାନଙ୍କୁ ଅପେକ୍ଷା କୃତ ଭଲ ସୁବିଧା ଦେଉଥିବା ବେଳେ କେତେକ ବିଭିନ୍ନ…