Browsing Tag

food raid

ଭୁବନେଶ୍ୱର ସିଆରପି ପ୍ରିୟଦର୍ଶିନୀ ମାର୍କେଟ୍‌ରେ ରେଡ୍‌, ବାସି ଖାଦ୍ୟ ପାଇଁ ଚଢାଉ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ସିଆରପି ଛକ ପ୍ରିୟଦର୍ଶିନୀ ମାର୍କେଟ୍‌ରେ ବିଏମ୍‌ସି ଓ ଖାଦ୍ୟ ସୁରକ୍ଷା ବିଭାଗର ଚଢାଉ । ବିଭିନ୍ନ ହୋଟେଲ ଓ ଦୋକାନରେ ଚଢାଉ କରାଯାଇଛି । ହୋଟେଲରୁ ଅନେକ ବାସି ଖାଦ୍ୟ ଜବତ ହୋଇଛି । ସେହିପରି ବିଭିନ୍ନ ଦୋକାନରୁ ପୁଳା ପୁଳା ପଲିଥିନ୍‌ ଜବତ ହୋଇଛି ।