Browsing Tag

football match

ହୋଲି ଅବସରରେ ନିଆରା ଫୁଟବଲ୍‌ ମ୍ୟାଚ, ‘ଟ୍ରମ୍ପ୍‌-ମୋଦି’ଙ୍କ ଗୋଲ୍‌କୁ ରୋକିପାରିଲେନି ‘ରାହୁଲ-ପ୍ରିୟଙ୍କା’

ହୋଲି ଅବସରରେ ରାଜସ୍ଥାନ ବିକାନେରରେ ଏକ ନିଆରା ଫୁଟବଲ ମ୍ୟାଚ୍‌ ଦେଖିବାକୁ ମିଳିଛି। ଗୋଟିଏ ଟିମ୍‌ରେ ଦେବତା ଓ ଫିଲ୍ମ ସେଲିବ୍ରିଟି ରହିଥିବା ବେଳେ ଅନ୍ୟପଟେ ଥିଲେ ରାକ୍ଷସ ଓ ରାଜନେତା। ଏଥିରେ କିଏ ପିଏମ୍‌ ମୋଦି ହୋଇଥିଲେ ତ କିଏ ଟ୍ରମ୍ପ୍‌ ଓ ଆଉ କିଏ ରାହୁଲ ଗାନ୍ଧୀ। ‘ବୁରା ନା ମାନୋ ହୋଲି…