Browsing Tag

for face treatment

ସୁନ୍ଦର ତ୍ୱଚା ପାଇବାକୁ ଚାହୁଁଛନ୍ତି କି ? ବିଅରକୁ ଏଭଳି କରନ୍ତୁ ବ୍ୟବହାର

ବିଅର ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ କିମ୍ବା ଭଲ ନୁହେଁ ତାକୁ ନେଇ ଆମ ମନରେ ସବୁବେଳେ ପ୍ରଶ୍ନ। କିନ୍ତୁ ଏହାର ଅତ୍ୟଧିକ ମାତ୍ରା ପିଇବା ସବୁବେଳେ ଶରୀର ପାଇଁ ହାନିକାରକ ହୋଇଥାଏ। ବିଅର ପିଇବା କେବଳ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ନୁହେଁ ବରଂ ଚେହେରା ପାଇଁ ମଧ୍ୟ ବେଶ୍‌ ଲାଭକାରୀ। କିନ୍ତୁ ଅନେକ…

କେବଳ ଖାଦ୍ୟରେ ନୁହେଁ, ତ୍ୱଚାରୁ ଅନେକ ସମସ୍ୟା ଦୂର କରିବା ପାଇଁ ବ୍ୟବହାର କରନ୍ତୁ ପୋଦିନା ପତ୍ର

ଖାଦ୍ୟରେ ଆମେ ଧନିଆପତ୍ର ଏବଂ ପୋଦିନା ପତ୍ରକୁ ଆମେ ସମସ୍ତେ ଖାଇବା ପାଇଁ ବ୍ୟବହାର କରିଥାଉ। ଖାଦ୍ୟକୁ ଭିନ୍ନ ଫ୍ଲେଭର ଦେବା ପାଇଁ ହେଉ ଅବା ଲୁକ୍‌ ଦେବା ପାଇଁ ହେଉ ପୋଦିନା ପତ୍ରକୁ ବ୍ୟବହାର କରାଯାଇଥାଏ। କିନ୍ତୁ ଏହାକୁ ଖାଦ୍ୟଛଡା ସୌନ୍ଦର୍ଯ୍ୟ ପାଇଁ ବ୍ୟବହାର କରାଯାଇଥାଏ ତାହା ବହୁତ…