ରାକ୍ଷୀପୂର୍ଣିମାରେ ଯୋଗୀ ସରକାରଙ୍କ ଉପହାର, ମାଗଣାରେ ମହିଳାମାନେ ବସ୍ରେ କରିପାରିବେ ଯାତ୍ରା
ରାକ୍ଷୀପୂର୍ଣିମା ଅବସରରେ ଉତ୍ତରପ୍ରଦେଶ ସରକାର ମହିଳାମାନଙ୍କୁ ଦେଇଛନ୍ତି ଉପହାର । ରକ୍ଷାବନ୍ଧନ ଦିନ ଯେଉଁ ଯୁବତୀମାନେ ବସ୍ରେ ଯାତ୍ରା କରିବେ, ସେମାନଙ୍କୁ ଯାତ୍ରା ଶୁକ୍ଳ ଦେବାକୁ ପଡିବନାହିଁ ଘୋଷଣା କରିଛନ୍ତି ଯୋଗୀ ସରକାର। ୟୁପି ପରିବହନ ବିଭାଗ ପକ୍ଷରୁ ଟ୍ଵିଟ୍ କରାଯାଇଯାଇ ଏହି…