ଷ୍ଟେଟ୍ ଫରେନ୍ସିକ୍ ସାଇନ୍ସ ଲାବୋରୋଟାରୀର ନୂତନ ବିଲଡ଼ିଂ ଉଦ୍ଘାଟନ କଲେ ପୋଲିସ ଡିଜି ଅଭୟ
ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟ ଅପରାଧି ବିଧି ବିଜ୍ଞାନଗାର ବା ଷ୍ଟେଟ୍ ଫରେନ୍ସିକ୍ ସାଇନ୍ସ ଲାବୋରୋଟାରୀର ନୂତନ ବିଲଡ଼ିଂ ଉଦ୍ଘାଟିତ। ପୋଲିସ ଡିଜି ଅଭୟ ଏହାକୁ ଉଦ୍ଘାଟନ କରିଛନ୍ତି। ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ଏହା ସହାୟକ ହେବ।
ତଦନ୍ତ ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟ…