ବାଘ ଭୟରେ ଗାଁ ଲୋକଙ୍କ ହଜିଯାଇଛି ନିଦ, ବନ ବିଭାଗର ସ୍ବତନ୍ତ୍ର ଟିମ ଲୋକଙ୍କୁ କରୁଛନ୍ତି ସଚେତନ
ନୂଆପଡା : ନୂଆପଡା ଜିଲା ବୋଡେନ ବ୍ଲକ ଝରଣାମାଲ ଗାଁରେ ବାଘ ଆତଙ୍କ । ନିକଟସ୍ଥ ଜଙ୍ଗଲରୁ ଗୋଟିଏ କଳରାପତରିଆ ବାଘ ଝରଣାମାଲ ଗାଁରେ ପଶି ବଳଦ ଓ ଗୋଟିଏ ଛେଳି ମାରି ଖାଇଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବାଘ ଭୟରେ ଗାଁଲୋକେ ଘରୁ ପଦାକୁ ବାହାରୁନଥିବା ବେଳେ ସନ୍ଧ୍ୟା ହେଲେ ତାଟି…