ହାତୀ ଦାନ୍ତ ଡିଲ ବେଳେ ମାଡିବସିଲା ବନବିଭାଗ, ୩ ଗିରଫ

ଦେବଗଡ଼ ସହର ଭିତରେ ହାତୀ ଦାନ୍ତ ଡିଲ ବେଳେ ମାଡିବସିଲା ବନବିଭାଗ । ଦୁଇଟି ହାତୀ ଦାନ୍ତ ଜବତ,୩ ଗିରଫ । ଗିରଫ ୩ ଅଭିଯୁକ୍ତମାନେ ହେଲେ ଦେବଗଡ଼ର ପ୍ରେମରାଜ ସାହୁ, ସମୀର କପରଦାର (ବାପି) ଓ ଦିଲ୍ଲୀର ରାଜେଶ କୁମାର ଗିରଫ ।

ଦେବଗଡ଼ (କେନ୍ୟୁଜ): ଦେବଗଡ଼ ସହର ଭିତରେ ହାତୀ ଦାନ୍ତ ଡିଲ ବେଳେ ମାଡିବସିଲା ବନବିଭାଗ । ଦୁଇଟି ହାତୀ ଦାନ୍ତ ଜବତ,୩ ଗିରଫ । ଗିରଫ ୩ ଅଭିଯୁକ୍ତମାନେ ହେଲେ ଦେବଗଡ଼ର ପ୍ରେମରାଜ ସାହୁ, ସମୀର କପରଦାର (ବାପି) ଓ ଦିଲ୍ଲୀର ରାଜେଶ କୁମାର ଗିରଫ । ଅଭିଯୁକ୍ତ ମାନଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ବନବିଭାଗ ।

ଗତକାଲି ରାତିରେ ଦେବଗଡ ବନ ଖଣ୍ଡ ଅଞ୍ଚଳରେ ହାତୀ ଦାନ୍ତ କାରବାର ଚାଲିଥିଲା । ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢ଼ାଉ କରି ୩ଟି ହାତୀ ଦାନ୍ତ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହାତୀ ଦାନ୍ତ କେଉଁଠୁ ଆଣିଲେ, କାହାକୁ ବିକ୍ରି କରିଥାଆନ୍ତେ ସେ ନେଇ ଖୋଳତାଡ ଚାଲିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.