ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ: ଗାଁ ଦାଣ୍ଡରେ ଉଲଗ୍ନ କରି ଘୋଷାଡ଼ି ମାରିଲେ
ଦେବଗଡ଼ (କେନ୍ୟୁଜ): ବାରକୋଟ ଥାନା ଅନ୍ତର୍ଗତ ଦେପତଲା ଗ୍ରାମରେ ଅନ୍ଧ ବିଶ୍ୱାସର କରୁଣ ଚିତ୍ର l ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ ଗ୍ରାମବାସୀ ସଙ୍ଘବଦ୍ଧ ମରଣାନ୍ତକ ଆକ୍ରମଣ କରିଛନ୍ତି। ଗାଁ ଦାଣ୍ଡରେ ଉଲଗ୍ନ କରି ମାଡ଼ ମାରିଲେ ଗ୍ରାମବାସୀ। ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…