Browsing Tag

deogarh

ସାବଧାନ ଅଭିଭାବକ ! ପିଲାଙ୍କୁ ବେଶୀ ସମୟ ଦିଅନ୍ତୁ ନାହିଁ ମୋବାଇଲ, ଗେମ୍ ଖେଳିଲେ ଫାଟୁଛି ମୋବାଇଲ

ଦେବଗଡ଼(କେନ୍ୟୁଜ୍):ସାବଧାନ ଅଭିଭାବକ। ପିଲାଙ୍କୁ ବହୁତ ସମୟରେ ଧରି ମୋବାଇଲ ଦେଉଥିଲେ ସଚେତନ ରୁହନ୍ତୁ। ଅନେକ ଫୋନ  ଏବେ ସରୁକ୍ଷିତ ନୁହେଁ । ବହୁତ ସମୟ ଧରି ଫୋନରେ ଖେଳିଲେ ଏଗୁଡିକ ବ୍ଲାଷ୍ଟ ହେବାର ସମ୍ଭାବନା ରହୁଛି। ଏଭଳି ଏକ ଘଟଣା ଦୁଇ ଦିନ ତଳେ କାମାକ୍ଷାନଗରରେ ଘଟିଥିବା ବେଳେ ଆଜି…

ରାସ୍ତା କଡ଼ରେ ନିଆଁ ପୁଇଁବା ବେଳେ କାର ମାଡ଼ି ଯିବାରୁ ଛଅ ଜଣ ଗୁରୁତର

କୁଚିଣ୍ଡା : ଶୀତରୁ ରକ୍ଷା ପାଇଁ ରାସ୍ତା କଡରେ ନିଆଁ ପୁଇଁବା କାଳ । ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ରିଆମାଳ କାଇବେଙ୍ଗ ଠାରେ ଏହି ଦୁର୍ଘଟଣା ଘଟିଛି । ପ୍ରବଳ ଶୀତ ଯୋଗୁଁ କିଛି ଲୋକ ଏଠାରେ ରାସ୍ତା କଡ଼ରେ ବସି ନିଆଁ ପୁଇଁବା ବେଳେ ଦ୍ରୁତ ଗତିରେ ଆସୁଥିବା କାରଟି ସେମାନଙ୍କ ଉପରେ ମାଡ଼ି…

ଦେବଗଡ ରଙ୍ଗିଆଟିକିରା ଗାଁରେ ଅଭାବନୀୟ ଘଟଣା, ବାପାକୁ ହତ୍ଯାକଲା ସୈତାନ ପୁଅ

ଦେବଗଡ: ବାପାକୁ ହତ୍ଯାକଲା ସୈତାନ ପୁଅ । ଦେବଗଡ ଥାନା ରଙ୍ଗିଆଟିକିରା ଗାଁରେ ଅଭାବନୀୟ ଘଟଣା । ମୃତକ ହେଲେ ଗୋବିନ୍ଦ ମୁଣ୍ଡା । ଗତକାଲି ବିଳମ୍ବିତ ରାତିରେ ମଦ ପିଇ ବାପା ପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ପୁଅ ଏକ ଠେଙ୍ଗାରେ ବାପାକୁ ଆକ୍ରମଣ କରିଥିଲା ।…

ଝରଣା ନିକଟରେ ସେଲଫି ଓ ଭିଡିଓ କଲିଂ ବେଳେ ଗୋଡ଼ ଖସି ଫାର୍ମାସୀ ଛାତ୍ରଙ୍କ ମୃତ୍ୟୁ

ଦେବଗଡ (କେନ୍ଯୁଜ୍) : ଏମିତିରେ ତ ସେଲଫି ପ୍ରତିଦିନ ଜୀବନ ନେଉଛି । ହେଲେ ଏବେ ଭିଡିଓ କଲିଂ ବି ପ୍ରାଣ ନେବା ଆରମ୍ଭ କରିଛି । ଜଣେ ଫାର୍ମାସୀ ଛାତ୍ର ଅତି ଖୁସିରେ ଝରଣା ନିକଟରେ ସେଲଫି ନେବା ସହ ସାଙ୍ଗମାନଙ୍କୁ ଭିଡିଓ କଲିଂ କରି ଦେଖାଉଥିଲେ । ହେଲେ ଗୋଡ଼ ଖସିଗଲା ଏବଂ ସେଇ ଝରଣା ପାଣିରେ…

ଲକଡାଉନରେ ପେଟ ଭୋକ ବୁଝିବାକୁ କେହି ନାହିଁ, ବଜାର ଓ ଛକରୁ ପଚା ସଢା ଖାଦ୍ୟ ଖାଇ ଭୋକ ମେଣ୍ଟାଉଛି ଅଜଣା ଯୁବକ

ଦେବଗଡ଼(କେନ୍ୟୁଜ): କରୋନା ମହାମାରିକୁ ରୋକିବା ପାଇଁ ସାରା ଦେଶ ଲକ ଡାଉନ ରହିଛି l ଦୋକାନ ବଜାର ବନ୍ଦ କାରଣରୁ ଖଟିଖିଆଙ୍କ ପାଇଁ ସରକାର ଜିଲ୍ଲା ପ୍ରଶାସନ ରନ୍ଧା ଖାଦ୍ୟ ଯୋଗାଉଛନ୍ତିl କିନ୍ତୁ କେତେକ ମାନସିକ ଭିନ୍ନକ୍ଷମ ଖାଦ୍ୟ ନପାଇ ଭୋକ ଜ୍ୱାଳାରେ ରାସ୍ତାରେ ପଡ଼ିଥିବା ପଚା ଶଢା ଖାଦ୍ୟ…