Below header

ରାସ୍ତା କଡ଼ରେ ନିଆଁ ପୁଇଁବା ବେଳେ କାର ମାଡ଼ି ଯିବାରୁ ଛଅ ଜଣ ଗୁରୁତର

କୁଚିଣ୍ଡା : ଶୀତରୁ ରକ୍ଷା ପାଇଁ ରାସ୍ତା କଡରେ ନିଆଁ ପୁଇଁବା କାଳ । ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ରିଆମାଳ କାଇବେଙ୍ଗ ଠାରେ ଏହି ଦୁର୍ଘଟଣା ଘଟିଛି । ପ୍ରବଳ ଶୀତ ଯୋଗୁଁ କିଛି ଲୋକ ଏଠାରେ ରାସ୍ତା କଡ଼ରେ ବସି ନିଆଁ ପୁଇଁବା ବେଳେ ଦ୍ରୁତ ଗତିରେ ଆସୁଥିବା କାରଟି ସେମାନଙ୍କ ଉପରେ ମାଡ଼ି ଯାଇଥିଲା । ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣା ।ଘଟିଥିଲା ଏଥିରେ ୬ ଜଣ ଆହତ ହୋଇଛନ୍ତି । ଜଣେ ଗୁରୁତରଙ୍କୁ ଚିକିତ୍ସା ପାଇଁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଅନ୍ୟ ଆହତଙ୍କୁ କୁଚିଣ୍ଡା ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.