ମେଲବର୍ଣ୍ଣ ଟେଷ୍ଟରେ ୨୦୦ ରନରେ ଅଲଆଉଟ ହେଲା କଙ୍ଗାରୁ ଟିମ୍, ଭାରତକୁ ଦେଲା ୭୦ ରନର ଟାର୍ଗେଟ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ୨ୟ ମ୍ୟାଚ୍ ମେଲବର୍ଣ୍ଣରେ ଖେଳାଯାଉଛି । ଏହି ଟେଷ୍ଟ ମ୍ଯାଚରେ ଭାରତ ବିଜୟ ଦ୍ବାରରେ ପହଞ୍ଚିସାରିଛି। ବକ୍ସି ଡେ ଟେଷ୍ଟ ମ୍ୟାଚରେ ୪ର୍ଥ ଦିନ ଖେଳ ଜାରି ରହିଛି । ତେବେ ୪ର୍ଥ ଦିନ ଅଷ୍ଟ୍ରେଲିଆ ଟିମ୍ ଦ୍ବିତୀୟ ଇନିଂସ ୨୦୦ରନରେ ସମାପ୍ତ ହୋଇଛି । ଫଳରେ ଭାରତକୁ ୭୦ରନ୍ ଟାର୍ଗେଟ ଦେଇଛି । ୨ୟ ପାଳିରେ ଭାରତକୁ ବିଜୟ ହାସଲ କରିବାକୁ ହେଲେ ୭୦ରନର ଟାର୍ଗେଟକୁ ପୂରଣ କରିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.