ହାତୀ ଦାନ୍ତ ଡିଲ୍ ବେଳେ ମାଡ଼ି ବସିଲା STF, ଜବତ ୨ଟି ହାତୀ ଦାନ୍ତର ଓଜନ ୪ କେଜି ୭୦୦ ଗ୍ରାମ
ଆଠମଲ୍ଲିକ: ହାତୀ ଦାନ୍ତ ଡିଲ୍ ବେଳେ ମାଡ଼ି ବସିଲା STF । ୨ଟି ହାତୀ ଦାନ୍ତ ଜବତ, ୨ ଗିରଫ । ଆଠମଲ୍ଲିକ ବ୍ଲକର ଜଙ୍ଗଲ ସଂଲଗ୍ନ ଯଦୁପୁର ଗ୍ରାମରେ ବିକ୍ରି ପାଇଁ ଡିଲ୍ ବେଳେ ୨ଟି ହାତୀ ଦାନ୍ତ ଜବତ ହୋଇଛି। ଗାଁରେ ଜଣେ ବ୍ୟକ୍ତି ହାତୀ ଦାନ୍ତ ରଖିଥିବା ଖବରପାଇ STF ଚଢାଉ କରିଥିଲା ।
STFର…