Below header
Browsing Tag

forest report

ପ୍ରକାଶ ପାଇଲା ଇଣ୍ଡିଆ ଷ୍ଟେଟ୍‌ ଅଫ୍‌ ଫରେଷ୍ଟ ରିପୋର୍ଟ-୨୦୧୯ , ଓଡ଼ିଶାରେ ଜଙ୍ଗଲ ପରିମାଣ ବୃଦ୍ଧି ଥିବାନେଇ ଉଲ୍ଲେଖ

କେନ୍ୟୁଜ୍(ବ୍ୟୁରୋ): ଇଣ୍ଡିଆ ଷ୍ଟେଟ୍‌ ଅଫ୍‌ ଫରେଷ୍ଟ ରିପୋର୍ଟ-୨୦୧୯ ପ୍ରକାଶ ପାଇଛି । ଓଡ଼ିଶାରେ ଜଙ୍ଗଲ ପରିମାଣ ବୃଦ୍ଧି । ଗତବର୍ଷ ତୁଳନାରେ ଓଡ଼ିଶାରେ ୨୭୪ ବର୍ଗ କିମି ଜଙ୍ଗଲ ବଢ଼ିଛି । ଓଡ଼ିଶାରେ ମୋଟ୍‌ ୩୩.୧୫% ଜଙ୍ଗଲ ରହିଛି । ରାଜ୍ୟରେ ୫୧,୬୧୯ ସ୍କୋୟାର କିଲୋମିଟର ଜଙ୍ଗଲ ପରିବ୍ୟାପ୍ତ ।…