Browsing Tag

former president of brazil

ଏକାନ୍ତ ଜୀବନ ବିତାଉଛନ୍ତି ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି, ଫ୍ଲୋରିଡାର ରେଷ୍ଟୁରାଣ୍ଟରେ ଏକାକୀ ଖାଉଥିବାର ଦେଖାଗଲେ…

ଫ୍ଲୋରିଡା : କଥାରେ ଅଛି ‘ଆଜି ଯେ ରାଜେନ୍ଦ୍ରାସନେ କାଲି ସେ ଫକିର’ । ଏହି ଉକ୍ତିଟି ଏଠାରେ ବ୍ରାଜିଲ ପୂର୍ବତନ ରାଷ୍ଟ୍ରପତିଙ୍କ ପାଇଁ ବେଶ ପ୍ରଜୁଯ୍ୟ । ଲାଟିନ ଆମେରିକାର ଏକ ସବୁଠୁ ବଡ଼ ଦେଶର ୨୧୪ ମିଲିୟନ ଲୋକଙ୍କ ଅଧ୍ୟକ୍ଷତା କରିଥିବା ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜାୟର ବୋଲ୍ସୋନାରୋ…