ସ୍ୱାଧିନତା ସଂଗ୍ରାମୀ ସାରଦା ପ୍ରସାଦ ରାୟଙ୍କ ୯୯ବର୍ଷ ବୟସରେ ପରଲୋକ
ବାସୁଦେବପୁର(କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଆରୁହା ପଂଚାୟତ ତୁଳମତୁଳା ଗ୍ରାମର ସ୍ୱାଧିନତା ସଂଗ୍ରାମୀ ସାରଦା ପ୍ରସାଦ ରାୟଙ୍କ ଦେହାନ୍ତ । ମୃତ୍ଯୁ ବେଳକୁ ତାଙ୍କୁ ୯୯ବର୍ଷ ହୋଇଥିଲା। ସ୍ୱର୍ଗତ ରାୟ ଦୀର୍ଘ ଦିନ ଧରି ଶର୍ଯ୍ଯାଶାୟୀ ହୋଇଯାଇଥିବା ବେଳେ ଗତକାଲି ଅପରାହ୍ନରେ…