Browsing Tag

fruits for summer

ଖରା ଦିନେ ଜମା ବି ଭୂଲାନ୍ତୁନି ଏହି ୫ଟି ଫଳ, ସୁସ୍ଥ ରହିବ ଶରୀର

ଖରା ଦିନରେ ଅତ୍ୟଧିକ ଗରମ କାରଣରୁ କିଛି ଖିଆପିଆ କରିବାକୁ ଇଚ୍ଛା ହୁଏନାହିଁ । ଆଉ ଏହି କାରଣରୁ ଶରୀରରେ ଜଳସ୍ତର ମାତ୍ରା କମି ଯାଇ ଡିହାଇଡ୍ରେସନ ସମସ୍ୟା ଦେଖାଦିଏ । ତେଣୁ ଏହି ସମୟରେ ନିଜ ଖାଦ୍ୟପେୟରେ କିଛି ନିର୍ଦ୍ଦିଷ୍ଟ ଫଳ ସାମିଲ କଲେ ଶରୀରର ଏହି ସମସ୍ୟା ଦୂର ହେବା ସହ ଜଳସ୍ତର ବଢିଥାଏ…