Below header
Browsing Tag

fuel price rise

ଚିନ୍ତା ବଢାଉଛି ତେଲ ଦର, ପୁଣି ମହଙ୍ଗା ହୋଇପାରେ ପେଟ୍ରୋଲ ଓ ଡିଜେଲ

କେନ୍ୟୁଜ୍: ଚିନ୍ତା ବଢାଉଛି ତେଲ ଦର । ପୁଣି ମହଙ୍ଗା ହୋଇପାରେ ପେଟ୍ରୋଲ ଓ ଡିଜେଲ । ଲିଟର ପିଛା ୬ରୁ ୭ ଟଙ୍କା ମଧ୍ୟରେ ବଢିବା ସମ୍ଭାବନା ରହିଛି । ସାଉଦି ଆରବରେ ଡ୍ରୋନ୍‌ ଆକ୍ରମଣ ପରେ ବଢୁଛି ତୈଳ ଦର । ତୈଳ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିବାରୁ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି ।…