Browsing Tag

Fugitive Nithyananda

ପୁଣି ନିଜର କଳା ସାମ୍ରାଜ୍ୟ ଆରମ୍ଭ କଲେଣି ଭଣ୍ଡ ବାବା ନିତ୍ୟାନନ୍ଦ

ଦୁଷ୍କର୍ମ ଅଭିଯୋଗରେ ଫେରାର୍ ଏବଂ ଭାରତରୁ ପଳାୟନ କରିଥିବା ବିବାଦରେ ସ୍ବୟଭୁ ବାବା ନିତ୍ୟାନନ୍ଦଙ୍କ ବିଷୟରେ ଖବର ସାମ୍ନାକୁ ଆସିଛି। ବାବା ଦକ୍ଷିଣ ଆମେରିକୀ ମହାଦ୍ବୀପରେ ତ୍ରିନିଦାଦ ଏବଂ ଟୋବେଗୋ ନିକଟରେ ଇକ୍ବାଡୋର ପାଖରେ ଏକ ଦ୍ବୀପରେ ନିଜର ନୂଆ ଦେଶ ଅକ୍ତିୟାର କରିଛନ୍ତି। ସୂଚନା…