Browsing Tag

fully vaccinated

ଭ୍ୟାକସିନର ଦୁଇଟି ଡୋଜ ନେଇଥିଲେ ଯାଇପାରିବେ ଆମେରିକା, ନଭେମ୍ବର ୮ ରୁ ଲାଗୁହେବ ନିୟମ

ୱାଶିଂଟନ: କରୋନା ସଙ୍କଟ ମଧ୍ୟରେ ଆମେରିକା ଏହାର ଆନ୍ତର୍ଜାତୀୟ ଭ୍ରମଣ ନୀତିରେ ଏକ ବଡ ପରିବର୍ତ୍ତନ କରିଛି। ଆମେରିକା ଯାଉଥିବା ଭାରତ ସମେତ ଅନ୍ୟ ଦେଶର ଯାତ୍ରୀମାନଙ୍କ ପାଇଁ ଏହା ଏକ ବଡ଼ ଖବର ଆସିଛି । ଶୁକ୍ରବାର ଦିନ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏକ ନୂତନ ଆନ୍ତର୍ଜାତୀୟ ଭ୍ରମଣ…